ପୂର୍ବାପେକ୍ଷା
ଦେଖଣା
ପୂର୍ବାପେକ୍ଷା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପୂର୍ବ ବିଷୟ ବା ପ୍ରସଙ୍ଗ ପ୍ରତି ଦୃଷ୍ଟି — Reference to what has preceded.
ଅନୁବାଦ
[ସମ୍ପାଦନା]ପୂର୍ବାପେକ୍ଷା
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପୂର୍ବଠାରୁ; ପୂର୍ବ ଅପେକ୍ଷା — ୧. Than before.
- ୨. ପୂର୍ବ ବିଷୟ ସଙ୍ଗେ ତୁଳନା କରା ଯିବାରେ — ୨. In comparison with what has preceded; with reference to the past.