Jump to content

ପୂର୍ବାବଧି

ଉଇକିଅଭିଧାନ‌ରୁ

ପୂର୍ବାବଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ -(ପୂର୍ବ+ଅବଧି)

[ସମ୍ପାଦନା]
୧. ପୂର୍ବକାଳ ଠାରୁ; ଆଗରୁ —୧. From former times; from before; since the past.
୨. ଆଦ୍ୟରୁ; ପ୍ରଥମରୁ —୨. From the beginning.