Jump to content

ପୂର୍ବାଭ୍ୟାସ

ଉଇକିଅଭିଧାନ‌ରୁ

ପୂର୍ବାଭ୍ୟାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପୂର୍ବ+ଅଭ୍ୟାସ)

[ସମ୍ପାଦନା]
୧. ପୂର୍ବ ଜନ୍ମରେ ଗଠିତ ହୋଇଥିବା ଅଭ୍ୟାସ —୧. The habits or associations formed by a man as a result of his existence in a past life.
୨. ଆଗକାଳର ଅଭ୍ୟାସ —୨. Previous habit.
୩. ପୂର୍ବ ପ୍ରଥା —୩. Previous or old custom.