ପୂର୍ବାର୍ଜିତ
ଦେଖଣା
ପୂର୍ବାର୍ଜିତ
ଉଚ୍ଚାରଣ
[ସମ୍ପାଦନା](ପୂର୍ବାର୍ଜିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ପୂର୍ବ ଜନ୍ମର କାର୍ଯ୍ୟର ଫଳ ସ୍ୱରୁପ — ୧. Resulting from one's actions in a previous existence.
- ୨. ପୂର୍ବ ଜନ୍ମର କାର୍ଯ୍ୟଦ୍ୱାରା ମିଳିଥିବା; ପୂର୍ବଜନ୍ମାର୍ଜିତ — ୨. Earned by one's actions in a previous existence.
(ଯଥା—ପୂର୍ବାର୍ଜିତ ବିଦ୍ୟା, ପୂର୍ବାର୍ଜିତ ପୁଣ୍ୟ ଇତ୍ୟାଦି)
- ୩. ଏଥିପୂର୍ବେ ବା ପ୍ରଥମେ ରୋଜଗାର କରା ଯାଇଥିବା; ପ୍ରଥମାର୍ଜିତ —୨. Earned previously.