Jump to content

ପୂର୍ବାର୍ଦ୍ଧ

ଉଇକିଅଭିଧାନ‌ରୁ

ପୂର୍ବାର୍ଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ପରାର୍ଦ୍ଧ, ପଶ୍ଚିମାର୍ଦ୍ଧବିପରୀତ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଥମାର୍ଦ୍ଧ; କୌଣସି ବସ୍ତୁର, ବିଷୟର ବା ସମୟର ପହିଲି ଅଧିକ — ୧. The first half of a thing or matter or time.
୨. ଦୁଇ ଭାଗବିଶିଷ୍ଟ ଗ୍ରନ୍ଥର ପ୍ରଥମ ଭାଗ — ୨. The first part or volume of a book consisting of ୨ parts or volumes.
୩. ମନୁଷ୍ୟ ଦେହରେ ନାଭିର ଉପରିସ୍ଥ ଅଂଶ — ୩. The upper half of a man's body.
୪. ପଶୁଦେହରେ ଆଗ ଅଂଶ — ୪. The fore part of the body of a beast.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୂର୍ବଗୋଲାର୍ଦ୍ଧ; ଭୂଗୋଲକର ପୂର୍ବ ପାଖରେ ଅବସ୍ଥିତ ଫାଳ —The eastern hemisphere of the globe.

[ଦ୍ରଷ୍ଟବ୍ୟ —ଏଥିରେ ଆସିଆ, ଇଉରୋପ, ଆଫ୍ରିକା ଓ ଅଷ୍ଟ୍ରେଲିଆ ମହାଦେଶ ମାନ ଅଛି]