ପୂର୍ବାଳାପ
ଦେଖଣା
ପୂର୍ବାଳାପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟ ସମ୍ୱନ୍ଧେ ପୂର୍ବରୁ କରାଯିବା କଥାବର୍ତ୍ତା —୧, Preliminary talk or discussion about a matter.
- ୨. (ଆଧୁନିକ) ବରକନ୍ୟାଙ୍କର ବିବାହ ପୂର୍ବରୁ ଆଳାପ ପରିଚୟ, ରଜଘସ, ଦେଖାଚାହାଁ ବା ବସଉଠ —୨. Courtship.
ଚାରିଦିନ ହେଲା ବର କନ୍ୟାଙ୍କ ମଧ୍ୟରେ ପୂର୍ବାଳାପ ଅର୍ଥାତ୍ courtship ଚାଲିଛି—ଫକୀରମୋହନ, ଗଳ୍ପସଳ୍ପ