Jump to content

ପୂର୍ବାହ୍ଣ

ଉଇକିଅଭିଧାନ‌ରୁ

ପୂର୍ବାହ୍ଣ

ଉଚ୍ଚାରଣ

[ସମ୍ପାଦନା]

(ପରାହ୍ଣ—ବୀପରୀତ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ବତ୍; ପୂର୍ବ+ଅହନ; ଅହର ପୂର୍ବ)

[ସମ୍ପାଦନା]
୧. ଦିବସର ପ୍ରଥମାର୍ଦ୍ଧ; ସକାଳ ଓଳି; ସକାଳରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ସମୟ —୧. The first half of the day; forenoon; A. M; Ante meridian.


୨. ଦିବସର ୩ ଭାଗ (୩ ଦଣ୍ଡ ବା ୧୨: ଘଣ୍ଟା) ମଧ୍ୟରୁ ପ୍ରଥମ ଭାଗ (୧ ଦଣ୍ଡ ବା ୪ ଘଣ୍ଟା); ସକାଳରୁ କଅଁଳ ଗାଧୁଆ— ବେଳ ପର୍ଯ୍ୟନ୍ତ ସମୟ —୨. The first four hours of the day; ୬ to ୧୦ A. M.

[ଦ୍ରଷ୍ଟବ୍ୟ —ଦିବସର ପ୍ରଥମ ୧ ଦଣ୍ଡ ବା ୪ ଘଣ୍ଟାକୁ ପୂର୍ବହ୍ଣ, (୬ଟା ଠାରୁ ୧ ଟା); ଦ୍ୱିତୀୟ ୧ ଦଣ୍ଡ ବା ୪ ଘଣ୍ଟାକୁ (୧ ଟାରୁ ୨ ଟା) ମଧ୍ୟାହ୍ନ, ଏବଂ ତୃତୀୟ ବା ଶେଷ ୧ ଦଣ୍ଡକୁ (୨ଟାରୁ ୬ଟା) ଅପରାହ୍ଣ ବୋଲାଯାଏ]



ପୂର୍ବାହ୍ଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୂର୍ବାହ୍ଣର ଅଶୁଦ୍ଧ ବର୍ଣ୍ଣବିନ୍ୟାସ)

[ସମ୍ପାଦନା]

ପୂର୍ବାହ୍ଣ (ଦେଖ) - —Pūrbāhṇa (See)