ପୂର୍ବାହ୍ଣିକ
ଦେଖଣା
ପୂର୍ବାହ୍ଣିକ
ଉଚ୍ଚାରଣ
[ସମ୍ପାଦନା]ସ.ବିଶେଷଣ - (ପୂର୍ବାହ୍ଣ+ଇକ)
[ସମ୍ପାଦନା]- ୧. ପୂର୍ବାହ୍ଣ ସମ୍ୱନ୍ଧୀୟ — ୧. Relating to the forenoon.
- ୨. ପୂର୍ବାହ୍ଣରେ କର୍ତ୍ତବ୍ୟ — ୨. Performable during the forenoon.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପୂର୍ବାହ୍ଣରେ କୃତ୍ୟ କର୍ମ (ଯଥା—ଦନ୍ତ ଧାପନ, ସ୍ନାନ, ଦେବପୂଜା) —Any act which is to be performed in the forenoon .