ପୂର୍ବେ
ଦେଖଣା
ପୂର୍ବେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ଆଗେ; ପୂର୍ବରେ; ପୂର୍ବକାଳରେ — ୧. In former times; formely.
- ୨. ଏଥିରେ ଆଗ —୨. Before this,
- ୩. ପ୍ରାଚୀନ କାଳରେ — ୩. In days of yore; in old time.
ଅନୁବାଦ
[ସମ୍ପାଦନା]- ୪. ସର୍ବପ୍ରଥମେ —୪. First; at first.
- ୫. ପୂର୍ବଦିଗରେ —୫. In the east.
[ଦ୍ରଷ୍ଟବ୍ୟ —ଏହାର ସାଙ୍କେତିକ ପୂ]