Jump to content

ପୂର୍ବେଦ୍ୟୁଃ

ଉଇକିଅଭିଧାନ‌ରୁ

ପୂର୍ବେଦ୍ୟୁଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ପୂର୍ବ=ବିଗତ+ଦିବସାର୍ଥେ ଏଦ୍ୟୁସ୍)

[ସମ୍ପାଦନା]
୧. ଗତକାଲି —୧. Yesterday; previous day.
୨. ପ୍ରାତଃ କାଳ —୨. Morning or the prime of the day.
୩. ଧର୍ମବାସର —୩. Festival day; holiday.