Jump to content

ପୂର୍ବ ଗୋ(ଲା)ର୍ଦ୍ଧ

ଉଇକିଅଭିଧାନ‌ରୁ

ପୂର୍ବ ଗୋ(ଲା)ର୍ଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ବ୍ୟବହାର; ଭୂଗୋଳ ପରିଭାଷା)

[ସମ୍ପାଦନା]

ପୃଥିବୀ ଗୋଳକର ପୂର୍ବାର୍ଦ୍ଧ — The eastern hemisphere of the globe.

[ଦ୍ରଷ୍ଟବ୍ୟ —ଏଥିରେ ଆସିଆ, ଇଉରୋପ, ଆଫ୍ରିକା ଓ ଅଷ୍ଟ୍ରେଲିୟା ମହାଦେଶମାନ ଅଛନ୍ତି ପଶ୍ଚିମ ଗୋଳାର୍ଦ୍ଧରେ ଦକ୍ଷିଣ ଆମେରିକା ଓ ଉତ୍ତର ଆମେରିକା ଏହି ଦୁଇଟି ମହାଦେଶ ଅଛି]