Jump to content

ପୂର୍ବ ଦିକ୍

ଉଇକିଅଭିଧାନ‌ରୁ

ପୂର୍ବ ଦିକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀ — The east.

[ଦ୍ରଷ୍ଟବ୍ୟ —ପୂର୍ବ ଦିଗରୁ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନେ ଉଦିତ ହୁଅନ୍ତି; ଏଥିର ଦିକ୍ପାଳ ବା ଦିକ୍ପତି ଇନ୍ଦ୍ର ଓ ଏଥିର ଦିଗ୍ଗଜ ଐରାବତ]