ପୂର୍ବ ଦେବ
ଦେଖଣା
ପୂର୍ବ ଦେବ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ଦେବତାମାନଙ୍କୁ ପୂର୍ବରେ ଜନ୍ମଗ୍ରହଣ କରିଥିବାରୁ)
- ୧. ଦୈତ୍ୟ; ଦାନବ; ଅସୁର — ୧. The demons.
[ଦ୍ରଷ୍ଟବ୍ୟ —ଦୈତ୍ୟମାନେ କଶ୍ୟପଙ୍କ ପ୍ରଥମା ସ୍ତ୍ରୀ ଦିତିଙ୍କ ପୁତ୍ର ଏମାନେ ଦେବତାମାନଙ୍କର ବୈମାତ୍ରେୟ ବଡ଼ଭାଇ ଏମାନେ ପ୍ରଥମେ ଦେବତା ଥିଲେ, କିନ୍ତୁ ମନ୍ଦ ପ୍ରକୃତି ଓ ଅସଦାଚଣଦ୍ୱାରା ପରେ ସୁରବିରୋଧୀ ବା ଅସୁର ହେଲେ ଖ୍ରୀଷ୍ଟାନମାନଙ୍କ ଧର୍ମଶାସ୍ତ୍ରରେ ମଧ୍ୟ ସଇତାନ୍ (Satan) ପ୍ରଥମେ ଦେବଦୂତ (Angel) ଥଲା, କିନ୍ତୁ ପରେ ଈଶ୍ୱରଙ୍କ ବିରୋଧରେ ବିଦ୍ରୋହୀ ହୋଇ ସ୍ୱର୍ଗ ଭ୍ରଷ୍ଟ ହେଲା]
- ୨. ପିତୃଲୋକ —୨. The forefathers.
- ୩. ନର ଓ ନାରାୟଣ (ହିନ୍ଦୀ - ଶବ୍ଦସାଗର) — ୩. The incarnation of Bishṇu as Nara and Nārāyaṇa.