Jump to content

ପୂର୍ବ ନିପାତ

ଉଇକିଅଭିଧାନ‌ରୁ

ପୂର୍ବ ନିପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)

[ସମ୍ପାଦନା]

ଯେଉଁ ସମସ୍ତ ବା ସମାସନିଷ୍ପନ୍ନ ପଦରେ ପରବର୍ତ୍ତୀ ପଦ ପ୍ରଥମେ ନ୍ୟସ୍ତ ହୁଏ ଓ ପୂର୍ବବର୍ତ୍ତୀ ପଦ ପରେ ନ୍ୟସ୍ତ ହୁଏ — The irregular priority of a word in a compound.

(ଯଥା—ପୂର୍ବରେ+ଶ୍ରୁତ=ଶ୍ରୁତପୂର୍ବ; ଆହିତ+ଅଗ୍ନି= ଅଗ୍ନ୍ୟାହିତ)