Jump to content

ପୂର୍ବ ପକ୍ଷ

ଉଇକିଅଭିଧାନ‌ରୁ

ପୂର୍ବ ପକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶୁକ୍ଳପକ୍ଷ; ଚନ୍ଦ୍ର ପକ୍ଷ (ଜ୍ଞାନେନ୍ଦ୍ର) — ୧. The bright fortnight of a lunar month.
୨. (ତର୍କ ଶାସ୍ତ୍ର) ବିଚାରାର୍ଥ ଉତ୍ଥାପିତ କୌଣସି ପ୍ରଶ୍ନ — ୨. (logic) A question for decesion.
୩. (ହିନ୍ଦୁ ସ୍ମୃତି) ମାକଦ୍ଦମାରେ ବାଦୀ ବା ମୁଦେଇ — ୩. A complaint or plaintiff in a case.
୪. (ହିନ୍ଦୁ ସ୍ମୃତି) ମକଦମାରେ ଅଭିଯୋଗ ପତ୍ର ବା ଅରଜି — ୪. The petition of complaint or plaint in a case.
୫. କୃଷ୍ଣ ପକ୍ଷ (ହିନ୍ଦୀ - ଶ.) — ୫. The dark fortnight of a lunar month.