Jump to content

ପୂର୍ବ ପକ୍ଷ ପାଦ

ଉଇକିଅଭିଧାନ‌ରୁ

ପୂର୍ବ ପକ୍ଷ ପାଦ

ଉଚ୍ଚାରଣ

[ସମ୍ପାଦନା]

(ପୂର୍ବ ବାଦ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ହିନ୍ଦୁ ସ୍ମୃତି)

[ସମ୍ପାଦନା]

ଧର୍ମାଧିକରଣରେ ପ୍ରତିକାର ପ୍ରାର୍ଥନା ସମ୍ୱନ୍ଧୀୟ ଚାରିପାଦ ବା ଉପଚାର ମଧ୍ୟରୁ ସର୍ବ ପ୍ରଥମ ବା ଭାଷା ପାଦ; ଅରଜି ବା ଦରଖାସ୍ତ —(Hindu law) The first step in litigation, viz complaint or plaint.

[ଦ୍ରଷ୍ଟବ୍ୟ —ପାଦ ତଳେ ନୋଟ୍ ଦ୍ରଷ୍ଟବ୍ୟ]