Jump to content

ପୂର୍ବ ପିତାମହ

ଉଇକିଅଭିଧାନ‌ରୁ

ପୂର୍ବ ପିତାମହ

ଉଚ୍ଚାରଣ

[ସମ୍ପାଦନା]
(ପୂର୍ବ ପିତାମହୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]

ପ୍ରପିତାମହ; ପିତାଙ୍କ ପିତାମହ (ହିନ୍ଦୀ - ଶ) — Great grandfather.

(ଦ୍ର—ଏହିପରି ପୂର୍ବ ମାତାମହ, ପୂର୍ବ ମାତାମହୀ ଆଦି ଶବ୍ଦ ହୁଏ)