ପୂର୍ବ ଯୋଗିନୀ
ଦେଖଣା
ପୂର୍ବ ଯୋଗିନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୂର୍ବ=ପୂର୍ବଦିଗରେ ଅବସ୍ଥିତ+ଯୋଗିନୀ= ପାର୍ବତୀ)
[ସମ୍ପାଦନା](ଜ୍ୟୋତିଷ) ଯେଉଁ ସମୟରେ ଯୋଗିନୀ ବା ପାର୍ବତୀ ପୂର୍ବଦିଗରେ ବା ଉତ୍ତରପୂର୍ବ (ଐଶାନ୍ୟ) କିମ୍ୱା ଦକ୍ଷିଣପୂର୍ବ (ଅଗ୍ନି) କୋଣରେ ଥାଆନ୍ତି; ପ୍ରତିପଦ ଓ ନବମୀ ତିଥି —(astrology) The time during which the astrological Joginī or Pārbatī is said to be on the eastern or N.W. or S.W. quarter of the globe.
[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ଯୋଗିନୀ ଯେଉଁ ଦିଗରେ ଯେତେ— ବେଳେ ଥାଆନ୍ତି, ସେ ଯାତ୍ରାକାରୀର ବାମପାଖରେ ବା ପୃଷ୍ଠର ଥିବା ସମୟରେ ଯାତ୍ରା କଲେ ଅଶୁଭ ଓ ଡାହାଣରେ ବା ସମ୍ମୁଖରେ ଥିବା ସମୟରେ ଯାତ୍ରା କଲେ ଅଶୁଭ ଘଟେ ପୂର୍ବ ଯୋଗିନୀ ସମୟରେ ପଶ୍ଚିମକୁ ଓ ଦକ୍ଷିଣ ଆଡ଼କୁ ଯାତ୍ରା କରାଯାଇ ପାରେ]