ପୂର୍ବ ଲକ୍ଷଣ
ଦେଖଣା
ପୂର୍ବ ଲକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ପୂର୍ବ+ଲକ୍ଷଣ)
[ସମ୍ପାଦନା]- ୧. ରୋଗାଦି ଘଟିବାର ପୂର୍ବରୁ ପ୍ରକାଶିତ ଚିହ୍ନ —୧. Previous systoms of a disease. premonitory signs of an approaching illness.
- ୨. ଶକୁନ —୨. Omen; premonition; augury.
- ୩. କୌଣସି ବିଷୟ ଘଟିବା ପୂର୍ବରୁ ଲକ୍ଷିତ ଚିହ୍ନ — ୩. Previous indication of something which is going to happen.