ପୂର୍ବ ଷୋଡ଼ଶ
ଦେଖଣା
ପୂର୍ବ ଷୋଡ଼ଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅନ୍ତ୍ୟେଷ୍ଟି କ୍ରିୟାର ପ୍ରଥମ ଦିବସଠାରୁ ଦଶମ ଦିବସ ପର୍ଯ୍ୟନ୍ତ ଅନୁଷ୍ଠିତ କର୍ମ — The funeral rites performed during the period extending from the ୧st ro the ୧୦th day of a person's death.
ସେଠାରେ ଗଙ୍ଗାଙ୍କର ସହାୟକୁ ପାଇ କରି ପୂର୍ବଷୋଡଶ ସମାପତି ମୁହିଁ କୃଷ୍ଣସିଂହ, ମହାଭାରତ, ଅନୁଶାସନ
[ଦ୍ରଷ୍ଟବ୍ୟ —ଏକାଦଶାହ ଦିନ ଅନୁଷ୍ଠିତ କର୍ମକୁ ଉତ୍ତର ଷୋଡ଼ଶ ବୋଲାଯାଏ]