Jump to content

ପୂଳି

ଉଇକିଅଭିଧାନ‌ରୁ

ପୂଳି

ଉଚ୍ଚାରଣ

[ସମ୍ପାଦନା]

ପୂଳିକା, ପୂଳୀ, ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପୂଳ ଧାତୁ+କର୍ମ. ଇ)

[ସମ୍ପାଦନା]
୧. ପୁଳି ପିଠା; ଘିଅରେ ପୁଆ ହେଇଥିବା ମିଠା ପିଠା — ୧. Sweet cake fried in ghee.
୨. ପିଠଉର ଏକପ୍ରକାର ବାସ୍ପସିଦ୍ଧ ଛୋଟ ପିଠା; ନକ୍ଷତ୍ର ଇଣ୍ଡୁରି —୨. A kind of cake boiled in steam.

[ଦ୍ରଷ୍ଟବ୍ୟ —ପୂଳି ନାନାପ୍ରକାରର; ଯଥା—ସରପୂଳି, ଛେନାପୂଳି, ଇତ୍ୟାଦି ଏହା ଘିଅରେ ପୁଆଯାଏ କିମ୍ୱା ବାଷ୍ପସିଦ୍ଧ ହୁଏ କେତେକ ପୂଳିରେ ମିଠା ଦିଆଯାଏ ଓ ଅନ୍ୟ କେତେକ ମିଠା ଦିଆଯାଏ ନାହିଁ ଶସ୍ୟ ଚୂନାରେ ପାଣି ମିଶାଇ କିମ୍ୱା ବତୁରା ଶସ୍ୟକୁ ବାଟି ପୂଳି ପ୍ରସ୍ତୁତ କରାଯାଏ]