Jump to content

ପୂଷ

ଉଇକିଅଭିଧାନ‌ରୁ

ପୂଷ

ଉଚ୍ଚାରଣ

[ସମ୍ପାଦନା]

(ପୁଷ୍କ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପୂଷ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ବ୍ରହ୍ମଦାରୁ ବା ତୁତ ଗଛ — ୧. The mulberry; Morus Indica

[ଦ୍ରଷ୍ଟବ୍ୟ —ଏହାର ପତ୍ର ଖାଇ ପାଟ ପୋକମାନେ ଗୋଟି ବାନ୍ଧନ୍ତି]

୨. ପୌଷ ମାସ (ହିନ୍ଦୀ - ଶବ୍ଦସାଗର) — ୨. The lunar month of P&aline;&uline;sha.