ପୂଷା
ଦେଖଣା
ପୂଷା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁ. (ପୂଷ୍ ଧାତୁ+କର୍ତ୍ତୃ. ଅନ୍; ପୂଷନ୍ ଶବ୍ଦ; ୧ମା. ୧ବ. ଯେ ସଂସାର ଜୀବଗଣଙ୍କୁ ପାଳନ କରନ୍ତି)
[ସମ୍ପାଦନା]- ୧. ସୂର୍ଯ୍ୟ —୧. The sun.
କରୁ ଏହି କଟାଳ ମଣ୍ଡ ଦେଲାକି କାଳ, ପୂର୍ବଦିଗ ପର୍ବତକୁ ପୂଷାରେ କବିସୂର୍ଯ୍ୟ. ସଙ୍ଗୀତ
- ୨. (ପୂଷ୍ ଧାତୁ ଅ+ସ୍ତ୍ରୀ. ଆ)—ପୃଥିବୀ — ୨. The earth.
- ୩. ଶରୀରସ୍ଥ ପ୍ରଧାନ ଦଶ ନାଡ଼ୀ ମଧ୍ୟରୁ ଗୋଟିଏ ନାଡ଼ୀ — ୩. One of the ୧୦ chief venis of the body.
[ଦ୍ରଷ୍ଟବ୍ୟ —ଦଶ ନାଡ଼ି ତଳେ ନୋଟ୍ ଦେଖ; ଏହା ଡାହାଣ କାନର ଗୋଟିଏ ନାଡ଼ୀ ହିନ୍ଦୀ - ଶ.]