Jump to content

ପୃକ୍ତ

ଉଇକିଅଭିଧାନ‌ରୁ

ପୃକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପୃଚ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ସଂଲଗ୍ନ —୧. Attached; touching.
୨. ମିଶ୍ରିତ —୨. Mixed.
୩. ଯୁକ୍ତ —୩. Joined; combined; connected.