Jump to content

ପୃଚ୍ଛକ

ଉଇକିଅଭିଧାନ‌ରୁ

ପୃଚ୍ଛକ

ଉଚ୍ଚାରଣ

[ସମ୍ପାଦନା]
(ପୃଚ୍ଛିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରଚ୍ଛ ଧାତୁ=ପଚାରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଅନୁସନ୍ଧାନକାରୀ; ଜିଜ୍ଞାସୁ — ୧. Inquisitive; investigating; enquiring.
୨. ପ୍ରଶ୍ନକାରୀ —୨. Questioning.