ପୃତନା
ଦେଖଣା
ପୃତନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୃ ଧାତୁ=ପୂର୍ଣ୍ଣ କରିବା+କର୍ତ୍ତୃ. ତନ+ଆ)
[ସମ୍ପାଦନା]- ୧. ସୈନ୍ୟ; ସେନାଦଳ —୧. Army.
ବଙ୍ଗଦେଶୀ ରଣଭଙ୍ଗ ରସିକ ପୁତନା ରାଧାନାଥ—ମହାଯାତ୍ରା
- ୨. ଯୁଦ୍ଧ (ହିନ୍ଦୀ - ଶ.) —୨. Battle; fight; war.
- ୩. ବାହିନୀ ତ୍ରୟ; ଯେଉଁ ସୈନ୍ୟ ଦଳରେ ୨୪୩: ଗଜାରୋହୀ, ୨୪୩: ରଥାରୋହୀ, ୭୨୯: ଅଶ୍ୱାରୋହୀ ଓ ୧୨୧୫: ଜଣ ପଦାତି, ଅର୍ଥାତ୍ ମୋଟରେ ୨୪୩: ଜଣ ସିପାହୀ ଥାଆନ୍ତି — ୩. A division consisting of ୨୪୩ elephanteers, ୨୪୩ charioteers, ୭୨୯ horseman and ୧୨୧୫ infantry, total ୨୪୩୦ soldiers.
[ଦ୍ରଷ୍ଟବ୍ୟ —ମହାଭାରତ ଅନୁସାରେ ବିଭିନ୍ନ ସୈନ୍ୟଦଳମାନଙ୍କ ନାମ ଓ ସଂଖ୍ୟା
ପତ୍ତି=୧ ରଥ, ୧ ଗଜ, ୩ ଅଶ୍ୱ, ୫ ପଦାତି=୧ ସୈନିକ ପତ୍ତି x ୩ ସେନାମୁଖ=୩ ରଥ+୩ଗଜ+୯ ଅଶ୍ୱ+୧୫: ପଦାତି =୩ ସୈନିକ ସେନାମୁଖ x ୩=ଗୁଳ୍ମ=୯ ରଥ+୯ ଗଜ+ ୨୭: ଅଶ୍ୱ+୪୫: ପଦାତି=୯ ସୈନିକ ଗୁଳ୍ମ x ୩=ଗଣ= ୨୭: ରଥ+୨୭: ଗଜ+୮୧: ଅଶ୍ୱ +୧୩୫: ପଦାତି=୨୭: ସୈନିକ ଗଣx୩= ବାହିନୀ=୮୧: ରଥ+୮୧: ଗଜ+୨୪୩: ଅଶ୍ୱ +୪୫: ପଦାତି=୮୧: ସୈନିକ ବାହିନୀx୩=ପୁତନା= ୨୪୩: ରଥ+୨୪୩: ଗଜ+୭୨୯: ଅଶ୍ୱ +୧୨୧୫: ପଦାତି= ୨୪୩: ସୈନିକ ପୁତନାx୩=ଚମୂ=୭୨୯: ରଥ+୭୨୯: ଗଜ +୨୧୮୭: ଅଶ୍ୱ+୩୬୪୫: ପଦାତି=୭୨୯: ସୈନିକ ଚମୂx
୩=ଅନୀକିନୀ=୨୧୮୭: ରଥ+୨୧୮୭: ଗଜ+୬୫୬୧: ଅଶ୍ୱ+ ୧୯୩୫: ପଦାତି=୨୧୮୭: ସୈନିକ ଅନୀକିନୀx ୧= ଅକ୍ଷୌହିଣୀ=୨୧୮୭: ରଥ+୨୧୮୭: ଗଜ+୬୫୬୧: ଅଶ୍ୱ +୧୯୩୫: ପଦାତି=୨୧୮୭: ସୈନିକ]