Jump to content

ପୃଥକ୍ତା

ଉଇକିଅଭିଧାନ‌ରୁ

ପୃଥକ୍ତା

ଉଚ୍ଚାରଣ

[ସମ୍ପାଦନା]

(ପୃଥକତ୍ୱ; ପୃଥକ୍ତା, ପୃଥକ୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାର୍ଥକ୍ୟ; ପ୍ରଭେଦ — ୧. Difference; distinction.
୨. ସ୍ୱାତନ୍ତ୍ର୍ୟ — ୨. Individuality.
୩. ଅଲଗା ଅଲଗା ହେବା ଅବସ୍ଥା —୩. Separateness; the state of being separate.
୪. ନାନାଭାବ; ଅନେକତା —୪. Severatly.
୫. (ବୈଶେଷିକ ଦର୍ଶନ) ଭେଦ ବୃଦ୍ଧି ପ୍ରତିପାଦକ ଗୁଣ ବିଶେଷ — ୫. (Hindu philosophy) The quality which establishes destinction.