Jump to content

ପୃଥକ୍ କ୍ଷେତ୍ର

ଉଇକିଅଭିଧାନ‌ରୁ

ପୃଥକ୍ କ୍ଷେତ୍ର

ଉଚ୍ଚାରଣ

[ସମ୍ପାଦନା]

(ପୃଥକ୍ କ୍ଷେତ୍ରଜ—ଅନ୍ୟରୂପ)

(ପୃଥକ୍ କ୍ଷେତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ.—(ପୃଥକ=ଭିନ୍ନ ଭିନ୍ନ+କ୍ଷେତ୍ର—ଉତ୍ପତ୍ତିସ୍ଥାନ; ବହୁବଚନ)

[ସମ୍ପାଦନା]

ଏକ ପିତୃକ କିନ୍ତୁ ଭିନ୍ନ— ମାତୃକ ସନ୍ତାନଗଣ; ଏକ ପିତାଙ୍କ ଔରସରେ ଭିନ୍ନ ଭିନ୍ନ ମାତାଙ୍କ ଗର୍ଭରୁ ଜାତ ସନ୍ତାନ ଗଣ; ବୈମୋତ୍ରୟ ଭ୍ରାତୃଗଣ —Children born of the same father but from different mothers; step-brothers.