ପୃଥଗନ୍ନ
ଦେଖଣା
ପୃଥଗନ୍ନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ବହୁବ୍ରୀହି; ପୃଥକ୍+ଅନ୍ନ)
[ସମ୍ପାଦନା]ହାଣ୍ଡି ଅଲଗା କରି ଥିବା; ଅଲଗା ରୋଷେଇ କରି ଖାଉଥିବା (ଏକ ପରିବାରର ବ୍ୟକ୍ତିଗଣ); ଯେ ଏକାନ୍ନବର୍ତ୍ତୀ ନୁହନ୍ତି — Separted in mess; having separate cooking.
ବିଶେଷ୍ୟ -
[ସମ୍ପାଦନା](ଏକାଧିକ ବ୍ୟକ୍ତି) ନିଜନିଜର ପୃଥକ୍ ରୁଷେଇ କରି ଖାଇବାର ବ୍ୟବସ୍ଥା —Separation in mess; separte cooking arrangement for one another.