ପୃଥଗାତ୍ମତା
ଦେଖଣା
ପୃଥଗାତ୍ମତା
ଉଚ୍ଚାରଣ
[ସମ୍ପାଦନା](ପୃଥଗାତ୍ମତ୍ୱ—ଅନ୍ୟରୂପ)
ସଂସ୍କୃତ - ବି—(ପୃଥକ୍+ଆତ୍ମନ୍=ସ୍ୱଭାବ+ତା)
[ସମ୍ପାଦନା]- ୧. ଆପଣାର ସ୍ୱାତନ୍ତ୍ର୍ୟ ବା ବ୍ୟକ୍ତିତ୍ୱ ସମ୍ୱନ୍ଧେ ବିବେକ —୧. Consciousness of one's individuality.
- ୨. ବିରକ୍ତି; ବିରାଗ —୨. Aversion.
- ୩. ସ୍ୱାତନ୍ତ୍ର୍ୟ —୩. Individuality.
- ୪. ଇତରବିଶେଷ ବିବେଚନା ବା ବୋଧ — ୪. Discrimination; judgment.