ପୃଥଗାତ୍ମା
ଦେଖଣା
ପୃଥଗାତ୍ମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୃଥଗାତ୍ମାନ୍ ଶବ୍ଦ; ପୃଥକ୍+ଆତ୍ମନ)
[ସମ୍ପାଦନା]ପରମାତ୍ମାଠାରୁ ପୃଥକ୍କୃତ ଆତ୍ମା —The spirit of an Individual as detached or distinct from the Universal Soul.
ବିଶେଷଣ -
[ସମ୍ପାଦନା]- ୧. ସ୍ୱତନ୍ତ୍ରତାବିଶିଷ୍ଟ — ୧. Having an individuality.
- ୨. ଭିନ୍ନସ୍ୱଭାବ ବିଶିଷ୍ଟ —୨. Of a different nature.