Jump to content

ପୃଥଗ୍ଗିଧ

ଉଇକିଅଭିଧାନ‌ରୁ

ପୃଥଗ୍ଗିଧ

ଉଚ୍ଚାରଣ

[ସମ୍ପାଦନା]
(ପୃଥଗିଧା—ସ୍ତ୍ରୀ) 

[ପୃଳଗ୍ୱିଧତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - (ବହୁବ୍ରିହୀ; ପୃଥକ୍+ବିଧା=ପ୍ରକାର ଯାହାର)

[ସମ୍ପାଦନା]
୧. ବିଭିନ୍ନ ପ୍ରକାରର; ନାନାବିଧି — ୧. Multifarious; of various kinds; diverse; multiform.
୨. ଭିନ୍ନପ୍ରକାରର; ଅନ୍ୟବିଧ — ୨. Of a different kind.