ପୃଥଗ୍ଗୁଣ
ବିଭିନ୍ନ ଗୁଣ — Separate attribute or propetry.
ପୃଥକ୍ ପୃଥକ୍ ଗୁଣ ବିଶିଷ୍ଟ; ବିଭିନ୍ନ ଗୁଣବିଶିଷ୍ଟ (ବହୁ) — Having different qualities or properties.