ପୃଥଗ୍ଜନ
ଦେଖଣା
ପୃଥଗ୍ଜନ
ଉଚ୍ଚାରଣ
[ସମ୍ପାଦନା](ପୃଥକ୍ ଜନ—ଅନ୍ୟରୂପ)
ସଂସ୍କୃତ - ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍)
[ସମ୍ପାଦନା]- ୧. ଇତର ଲୋକ —୧. Vulgar. person; one of the common people on of the mass.
- ୨. ମୂର୍ଖ —୨. An ignorant person.
- ୩. ନୀଚ ଲୋକ —୩. A law person.
- ୪. ପାପୀ —୪. A sinner; vicious person.
- ୫. ଦୁଷ୍ଟବୁଦ୍ଧି ବ୍ୟକ୍ତି —୫. A wicked person.
- ୬. ବିଭିନ୍ନ ବ୍ୟକ୍ତି — ୬. A different person.
- ୭. ବାଜେ ଲୋକ; ବହିରଙ୍ଗ ବ୍ୟକ୍ତି — ୭. An outsider.
- ୮. (ବହୁବଚନ) ପୃଥକ୍ କ୍ଷେତ୍ରଜ — ୮. (plural) Uterine brothers.