ପୃଥା ପତି
ଦେଖଣା
ପୃଥା ପତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୃଥା+ପତି)
[ସମ୍ପାଦନା]ପାଣ୍ଡୁରାଜା — King Pāṇḍu, the nominal husband of Kuntī
[ ଦ୍ର—ଏ ନାମମାତ୍ର କୁନ୍ତୀଙ୍କର ପତି ଥିଲେ କାରଣ କୁନ୍ତୀ ବିବାହ ପୂର୍ବରୁ ସୂର୍ଯ୍ୟଙ୍କ ଔରସରେ କର୍ଣ୍ଣଙ୍କୁ ଓ ବିବାହ ପରେ ଧର୍ମଦେବତାଙ୍କ ଔରସରେ ଯୁଧିଷ୍ଠିରଙ୍କୁ, ପବନ ଦେବତାଙ୍କ ଔରସରେ ଭୀମଙ୍କୁ ଓ ଇନ୍ଦ୍ରଙ୍କ ଔରସରେ ଅର୍ଜୁନଙ୍କୁ ଜନ୍ମ କିରିଥିଲେ ]