Jump to content

ପୃଥିବୀ ରୁହ

ଉଇକିଅଭିଧାନ‌ରୁ

ପୃଥିବୀ ରୁହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପୃଥିବୀ+ରୁହ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ମହୀରୁହ; ଗଛ —୧. Tree; plant.
୨. ଉଦ୍ଭିଦ ଜଗତ୍ —୨. The vegetable world.