Jump to content

ପୃଥୁକ

ଉଇକିଅଭିଧାନ‌ରୁ

ପୃଥୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପ୍ରଥ୍ ଧାତୁ=ଖ୍ୟାତ ହେବା+ଉକ କିମ୍ୱା ପୃଥୁ= ମୋଟା+କ)

[ସମ୍ପାଦନା]
୧. ପ୍ରାଣିଶିଶୁ; ଶାବକ; ଛୁଆ — ୧. The young of an animal; infant; child.
୨. ଚିପଟକ; ଚୂଡ଼ା —୨. Flattened rice used as food without cooking.

ପୃଥୁକି ଘେନି ଉପାୟନ ବିପ୍ର ହାରକା ଆଗମନ—ଜଗନ୍ନାଥ. ଭାଗବତ

ଗ୍ରାମ୍ୟ - ଅ.ବିଶେଷଣ - ଓ କ୍ରି. ବିଶେଷଣ - (ପୃଥକ୍ର ଅଶୁଦ୍ଧ ଉଚ୍ଚାରଣ)

[ସମ୍ପାଦନା]

ପୃଥକ୍ (ଦେଖ) - —Pṛuthak (See)