Jump to content

ପୃଥୁଗ୍ରୀବ

ଉଇକିଅଭିଧାନ‌ରୁ

ପୃଥୁଗ୍ରୀବ

ଉଚ୍ଚାରଣ

[ସମ୍ପାଦନା]
(ପୃଥୁଗ୍ରୀବା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି, ପୃଥୁ+ଗ୍ରୀବା)

[ସମ୍ପାଦନା]

ମୋଟା ବେକ ଥିବା (ବ୍ୟକ୍ତି) — Having a stout or fat neck.