Jump to content

ପୃଥୁଚ୍ଛଦ

ଉଇକିଅଭିଧାନ‌ରୁ

ପୃଥୁଚ୍ଛଦ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପୁଥୁ+ଛଦ; ସନ୍ଧି ଯୋଗୁଁ ଛ ସ୍ଥାନର ଚ୍ଛ)

୧. ମୋଟା ପତ୍ରବିଶିଷ୍ଟ — ୧. Having thick leaves.
୨. ବଡ଼ ପତ୍ରବିଶିଷ୍ଟ —୨. Having large leaves.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ଘାସ —୧. A kind of grass.
୨. ହସ୍ତିକନ୍ଦ (ହିନ୍ଦୀ - ଶ) —୨. A kind of bulbous root.