Jump to content

ପୃଥୁଳ

ଉଇକିଅଭିଧାନ‌ରୁ

ପୃଥୁଳ

ଉଚ୍ଚାରଣ

[ସମ୍ପାଦନା]
(ପୃଥୁଳା—ସ୍ତ୍ରୀ) 

[ ପୃଥୁଳତା(ତ୍ୱ)—ବି]

  • (file)

ସ. ବିଶେଷଣ - (ପୃଥୁ+ସ୍ୱାର୍ଥେ. ଳ)

[ସମ୍ପାଦନା]
୧. ସ୍ଥୂଳ, ମୋଟା —୧. Fat
୨. ବିଶାଳ —୨. Extensive; large; broad.