Jump to content

ପୃଥୁଳାକ୍ଷ

ଉଇକିଅଭିଧାନ‌ରୁ

ପୃଥୁଳାକ୍ଷ

ଉଚ୍ଚାରଣ

[ସମ୍ପାଦନା]

(ପୃଥୁଲୋଚନ—ଅନ୍ୟରୂପ)

ପୃଥୁଳାକ୍ଷୀ, ପୃଥୁଲୋଚନାସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି, ପୃଥୁଳ+ଅକ୍ଷି)

[ସମ୍ପାଦନା]

ବିଶାଳନେତ୍ରବିଶିଷ୍ଟ — Having big eyes; big-eyed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୂରୁବଂଶୀୟ ନୃପତିବିଶେଷ — Name of a king of the pūru dynasty.