Jump to content

ପୃଥୁ ନିତମ୍ୱ

ଉଇକିଅଭିଧାନ‌ରୁ

ପୃଥୁ ନିତମ୍ୱ

ଉଚ୍ଚାରଣ

[ସମ୍ପାଦନା]

(ପୃଥୁନିତମ୍ୱୀ—ଅନ୍ୟରୂପ)

(ପୃଥୁ ନିତମ୍ୱା; ପୃଥୁ ନିତମ୍ୱିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ପୃଥୁ+ନିତମ୍ୱ)

[ସମ୍ପାଦନା]

ବଡ଼ ବଡ଼ ପିଚା ଥିବା (ବ୍ୟକ୍ତି); ଓଳିଆ ଗାଣ୍ଡିଆ — Having fat or large buttocks.