ପୃଥୂଦକ
ସରସ୍ୱତୀ ନଦୀର ଦକ୍ଷିଣ ତଟସ୍ଥ ପ୍ରସିଦ୍ଧ ପ୍ରାଚୀନ ତୀର୍ଥ (ଆଧୁନିକ ନାମ ପୋହୋଆ) ===
[ଦ୍ରଷ୍ଟବ୍ୟ —ଏଠାରେ ରାଜା ପୃଥୁ ଆପଣାର ପିତା ବେଣଙ୍କର ଅନ୍ତ୍ୟେଷ୍ଟି— କ୍ରିୟା କରିଥିଲେ ଓ ୧୨: ଦିନ କାଳ ଅଭ୍ୟାଗତମାନଙ୍କୁ ଜଳ ପିଆଇ ଥିଲେ ବୋଲି ପୁରାଣମାନଙ୍କରେ ଲେଖାଅଛି—ହିନ୍ଦୀ - ଶ]