Jump to content

ପୃଥୂଦର

ଉଇକିଅଭିଧାନ‌ରୁ

ପୃଥୂଦର

ଉଚ୍ଚାରଣ

[ସମ୍ପାଦନା]
(ପୃଥୂଦରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପୃଥୁ+ଉଦର)

[ସମ୍ପାଦନା]
୧. ସ୍ଥୂଳୋଦର —୧. Big-bellied.
୨. ଥନ୍ତଲ ପେଟିଆ —୨. Pot-bellied.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମେଣ୍ଢା; ମେଷ (ହିନ୍ଦୀ - ଶ) —Sheep.