Jump to content

ପୃଥ୍ୱୀକା

ଉଇକିଅଭିଧାନ‌ରୁ

ପୃଥ୍ୱୀକା

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ପୃଥ୍ୱୀ+କା+ସ୍ତ୍ରୀ. ଆ)

୧. (ବୈଦ୍ୟକ) ବଡ଼ ଅଳେଇଚ —୧. Cardamom.
୨. କଳାଜୀରା —୨. Black cumin seed.
୩. ହିଙ୍ଗୁପତୀ ଘାସ —୩. A kind of grass.