Jump to content

ପୃଥ୍ୱୀରାଜ

ଉଇକିଅଭିଧାନ‌ରୁ

ପୃଥ୍ୱୀରାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୃଥ୍ୱୀ+ରାଜନ୍)

[ସମ୍ପାଦନା]

ନରପତି — King.

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭାରତର ଶେଷ ସ୍ୱାଧୀନ ହିନ୍ଦୁ ରାଜା — The last independent king of North India.

[ ଦ୍ର—ଏହାଙ୍କ ସଙ୍ଗେ ଜୟଚନ୍ଦ୍ରଙ୍କର ବିବାଦ ହେବାରୁ ଜୟଚନ୍ଦ୍ରଙ୍କ ଆହ୍ୱାନକ୍ରମେ ଯବନମାନେ ଭାରତ ଆକ୍ରମଣ କରି ଭାରତର ସ୍ୱାଧୀନତା ଲୋପ କଲେ ]