ପୃଶ୍ନି
ଦେଖଣା
ପୃଶ୍ନି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ସ୍ପୃଶ୍ ଧାତୁ=ସ୍ପର୍ଶ କରିବା+କର୍ମ ନି; ଯାହାକୁ ଅନାୟାସରେ ସ୍ପର୍ଶ କରାଯାଇ ପାରେ)
[ସମ୍ପାଦନା]- ୧. ଖର୍ବଶରୀର; ବାମନ ଅପେକ୍ଷା ଈଷତ୍ ଲମ୍ୱକାୟ — ୧. Dwarfish; of short stature.
- ୨. ଦୁର୍ବଳ —୨. Weak; feeble.
- ୩. ସୂକ୍ଷ୍ମ; ପତଳା —୩. Thin; delicate.
- ୪. ଧାଳା; ଶ୍ୱେତ (ହିନ୍ଦୀ - ଶ) —୪. White.
- ୫. ଛାଉକା; କର୍ବୂର (ହିନ୍ଦୀ - ଶ) — ୫. Multicoloured; variegated.
- ୬. ସାଧାରଣ (ହିନ୍ଦୀ - ଶ) —୬. Ordinary.
ବିଶେଷ୍ୟ -
[ସମ୍ପାଦନା]- ୧. କିରଣ —୧. Ray of light.
- ୨. ଦଳ; ବୋରଝାଞ୍ଜି — ୨. An aquatic weed which spreads over water; Pistia Stratiotes.
- ୩. ପୃଥୀ —୩. The earth.
- ୪. ସୁତପା ରାଜାଙ୍କ ମହିଷୀ (ଯେ ପର ଜନ୍ମରେ ବସୁଦେବଙ୍କ ସ୍ତ୍ରୀ ଦେବକୀ ହୋଇଥିଲେ) —୪. The queen of king
Sutapā who in a succeeding birth became Debakī. the mother of Ṡrīkṛushṇa.
- ୫. ଛଉକା ଗାଇ (ହିନ୍ଦୀ - ଶ) — ୫. A cow of variegated colour.
- ୬. ଅମୃତ (ହିନ୍ଦୀ - ଶ) —୬. Necter.
- ୭. ବେଦ (ହିନ୍ଦୀ - ଶ) —୭. The Bedas.
- ୮. ପ୍ରାଚୀନ ଋଷିବିଶେଷ (ହିନ୍ଦୀ - ଶ) — ୮. Name of a sage.
- ୯. (ବୈଦିକ) ଜଳ —୯. Water.
- ୧. ଘୃତ —୧୦. Ghee.
- ୧୧. ଅନ୍ନ —୧୧. Food.