ପୃଶ୍ନି ଗର୍ଭ
ଭଗବାନ; ବିଷ୍ଣୁ —Bishṇu.
ପୃଶ୍ନି ଶବ୍ଦ ଅର୍ଥ ଜଳ ଘିଅ ଅନ୍ନ ବେଦେ ପ୍ରବର୍ତ୍ତଇ ହେ ଜାଣ ଅରଜୁନା ଏମାନେ ତ ମୋହର ଗର୍ଭରେ ଅଛନ୍ତି ତେଣୁ ପୃଶ୍ନି ଗର୍ଭ ବୋଲି ମୋତେ କହନ୍ତି କୃଷ୍ଣସିଂହ. ମହାଭାରତ ଶାନ୍ତି