ପୃଶ୍ନି ପର୍ଣ୍ଣୀ
ଦେଖଣା
ପୃଶ୍ନି ପର୍ଣ୍ଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୃଶ୍ନି ପର୍ଣ୍ଣୀ
|
ସଂସ୍କୃତ - ବିଶେଷ୍ୟ - (ପୃଶ୍ନି=ବୋରଝାଞିଦଳ+ପର୍ଣ୍ଣ=ପତ୍ର+ଇନ୍)
[ସମ୍ପାଦନା]କୁଷ୍ଟପନ୍ନୀ କ୍ଷୁପ —Hemionites Cordifolia; Uraria Lagopoides; Herpestis Monniera (Kirtikar).
[ ଦ୍ର—ଏହା ଶିମ୍ୱାଦି ବର୍ଗର ଲଟାଣିଆ କ୍ଷୁପ ପତ୍ର ଗୋଟିକିଆ ଓ ତିନି ଗୋଟିଆ ଥାଏ ପତ୍ର ପ୍ରାୟ ଗୋଲ ଓ ଲୋମଶ ଫୁଲ ଅନେକ ଓ ଧଳା ଓ ଆରକ୍ତ ବର୍ଣ୍ଣ ଛୁଇଁରେ ୨ଟି ପବ ଛୁଇଁ ମଝିର ଭାଙ୍ଗଯାଇ ଦୁଇଟି ଯାକ ପବ ଲାଗିଥାଏ ଗଛ ଲଟେଇ କରି ଯିବା ସମୟରେ ଗଣ୍ଠିମାନଙ୍କରୁ ଚେର ବାହାରେ ଏହାର ପତ୍ର ଦଳ ବା ବୋରଝାଞ୍ଜିର ପତ୍ର ପରି ଏହା ଔଷଧରେ ବ୍ୟବହୃତ ହୁଏ ଏହା ତ୍ରିଦୋଷନାଶକ ଏହାକୁ ଦେହରେ ବାନ୍ଧିଲେ ପାଳିଜର ଭଲ ହୁଏ ବୈଦ୍ୟକ ମତରେ ଏହା ଶୁକ୍ରବର୍ଦ୍ଧକ, ଉଷ୍ଣବୀର୍ଯ୍ୟ, ମଧୁରରସ ଓ ସାରକ; ଦାହ, ଜ୍ୱର, ଶ୍ୱାସ, ରକ୍ତାତିସାର, ତୃଷ୍ଣା ଓ ବମନନିବାରକ ଏ ଲତା ପିଶ୍ଚମ ଭାରତରେ ଓ ବଙ୍ଗଦେଶରେ ଜନ୍ମେ, କିନ୍ତୁ ଦାକ୍ଷିଣାତ୍ୟରେ ଦେଖାଯାଏ ନାହିଁ