ପୃଷତ୍
ଦେଖଣା
ପୃଷତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୃଷ୍ ଧାତୁ+କର୍ମ ଅତ୍)
[ସମ୍ପାଦନା]- ୧. ତରଳ ବା ଦ୍ରବପଦାର୍ଥର ଟୋପା —୧. Drop of a liquid.
- ୨. ମଣ୍ଡଳାକାର ଦାଗ —୨. Spot; circular mark.
- ୩. ମଣ୍ଡଳାକାର ଚିତା; ଚିତାର ଟୋପା —୩. A tip of painting put on the body.
- ୪. ଶ୍ୱେତ ବିନ୍ଦୁଯୁକ୍ତ ହରିଣ; ବାହୁଟିଆ; ରଙ୍କୁମୃଗ — ୪. White-spotted deer; the Aris; the hog deer.
ବିଶେଷଣ -
[ସମ୍ପାଦନା]ସିଞ୍ଚିତ —Sprinkled.